ପଞ୍ଚୁପାଣ୍ଡବ ଗୁମ୍ଫା ଅବହେଳିତ: ରାଜଧାନୀରେ ୧୫ଶହ ବର୍ଷର ଐତିହ୍ୟ

ଖଣ୍ଡଗିରି ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ, ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ବିମୁଖ କାହିଁକି ? ଭୁବନେଶ୍ବର: ଚାରିପଟେ କୁଢ଼ କୁଢ଼ ଅଳିଆ। ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନାହିଁ। ଛାତରୁ ସିମେଣ୍ଟ ଖସି ଲୁହା ରଡ଼ ଦେଖାଯାଉଛି। ଏହା ହେଉଛି ବଡ଼ଗଡ଼ ବ୍ରିଟ୍ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଦୟନୀୟ ଅବସ୍ଥା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ୧୫୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀର ଦେଖାରେଖା ଓ ସୁରକ୍ଷା … Continue reading ପଞ୍ଚୁପାଣ୍ଡବ ଗୁମ୍ଫା ଅବହେଳିତ: ରାଜଧାନୀରେ ୧୫ଶହ ବର୍ଷର ଐତିହ୍ୟ